ସୁରକ୍ଷା କେନ୍ଦ୍ର

TikTokର ମିଶନ ବିଶ୍ୱରେ ରଚନାତ୍ମାକତା, ନଲେଜ୍, ଏବଂ ପ୍ରତିଦିନର ମୁହୁତ୍ତ୍ୱଗୁଡିକୁ କ୍ୟାପଚର୍ କରି ଉପସ୍ଥାପନ କରିବା।

ଏକ ଗ୍ଲୋବାଲ୍ ସମୁଦାୟ ରୂପରେ ଯାହା ରଚନାତ୍ମକ ଏବଂ ଅଭିବ୍ୟକ୍ତିରେ ସୃଷ୍ଟି କରିଥାଏ, ଏହା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ କି ଉପଭୋକ୍ତା ଏହି ସମୁଦାୟରେ ସୁରକ୍ଷିତ ଏବଂ ସାମାନ୍ୟ ଅନୁଭବ କରନ୍ତୁ। ଆମର ନୀତିଗୁଡିକ ଏବଂ ଉପକରଣକୁ ଆମର ସମୁଦାୟ ପାଇଁ ଏକ ସକାରାତ୍ମକ ଏବଂ ସୁରକ୍ଷିତ ବାତାବରଣକୁ ବଢେଇବାକୁ ବିକଶିତ କରାଯାଇଛି, ଏବଂ ଆମର ବିଶ୍ୱାସ ଅଟେ କି ଉପଭୋକ୍ତା TikTokକୁ ମଜାଦାର ଏବଂ ସମସ୍ତଙ୍କ ପାଇଁ ସ୍ୱାଗତ କରିବା ପାଇଁ ଏହିସବୁ ମାପଗୁଡିକୁ ସମ୍ନାନ ଏବଂ ବ୍ୟବହାର କରିବେ।