TikTok ବିଷୟରେ

ଛୋଟ-ଫର୍ମ୍ ମୋବାଇଲ୍ ଭିଡିଓ‌ଗୁଡିକ ପାଇଁ TikTok ବିଶ୍ୱର ବିଶିଷ୍ଟ ଲକ୍ଷ୍ୟସ୍ଥଳ। ଆମର ଲକ୍ଷ୍ୟ ହେଉଛି ବିଶ୍ୱର ସୃଜନଶୀଳତା, ଜ୍ଞାନ, ଏବଂ ଦୈନନ୍ଦିନ ଜୀବନର ସ୍ମରଣୀୟ ମୁହୁର୍ତ୍ତଗୁଡିକ କ୍ୟାପଚର୍ କରିବା ଏବଂ ଉପସ୍ଥାପନା କରିବା। TikTok ସମସ୍ତ ସିଧାସଳଖ ସେମାନଙ୍କ ସ୍ମାର୍ଟଫୋନରୁ, ଜଣେ ସ୍ରଷ୍ଠା ହେବାର କ୍ଷମରା ଦିଏ ଏବଂ ବ୍ୟବହାରକାରୀଙ୍କୁ ସେମାନଙ୍କ ଭିଡିଓଗୁଡିକର ମାଧ୍ୟମରେ ସେମାନଙ୍କ ଆବେଗ ଏବଂ ସୃଜନଶୀଳ ଏକ୍ସପ୍ରେସନ୍ ଅଂଶୀଦାର କରିବାକୁ ଉତ୍ସାହିତ କରିବା ଦ୍ୱାରା ଏକ ସମ୍ପ୍ରଦାୟ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ବେଜିଂ, ବର୍ଲିନ୍, ଜାକର୍ତ୍ତା, ଲଣ୍ଡନ, ଲସ୍‌ ଏଞ୍ଜେଲସ୍‌, ମସ୍କୋ, ମୁମ୍ବାଇ, ସାଓ ପାଉଲୋ, ସିଓଲ୍, ସାଂଘାଇ, ସିଙ୍ଗାପୁର୍‌, ଏବଂ ଟୋକିଓରେ TikTokର ଅଫିସ ଅଛି। 2018ରେ, TikTok ହେଉଛି ବିଶ୍ୱର ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପସ୍। TikTok ସମଗ୍ର ବିଶ୍ୱରେ iOS ଏବଂ Android ପାଇଁ ଉପଲବ୍ଧ।